Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ କୃଷି, ଆନୁଷଙ୍ଗିକ କ୍ଷେତ୍ର ସମ୍ପର୍କରେ ଅଭିମତ ଉପସ୍ଥାପନ କଲେ ସଚିବଗୋଷ୍ଠୀ


ଭରତ ସରକାରଙ୍କ ଏକ ସଚିବସ୍ତରୀୟ ଗୋଷ୍ଠୀ ଆଜି (05.01.2017) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ “କୃଷି ଓ ଆନୁଷଙ୍ଗିକ କ୍ଷେତ୍ର” ପ୍ରସଙ୍ଗରେ ଅଭିମତ ପ୍ରଦାନ କରିଛନ୍ତି ।

ଏହି ଉପସ୍ଥାପନା ବେଳେ କେନ୍ଦ୍ର ମନ୍ତ୍ରୀବୃନ୍ଦ ଓ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ସଚିବସ୍ତରୀୟ ଗୋଷ୍ଠୀର ଏହା ପଞ୍ଚମ ଉପସ୍ଥାପନା । ଏହିଭଳି ବିଭିନ୍ନ ପ୍ରସଙ୍ଗ ଉପରେ 9ଟି ଉପସ୍ଥାପନା କରାଯିବ ।