Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି


ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଆପଣଙ୍କ ଜନ୍ମ ଦିନରେ ମୋର ଶୁଭକାମନା ଓ ଭବ୍ୟ ଅଭିନନ୍ଦନ ଗ୍ରହଣ କରିବେ ।

ଆଜିର ଏହି ଦିନଟି ଆପଣଙ୍କର ଏବଂ ରାଷ୍ଟ୍ର ହିତ ପାଇଁ ଏକ ବିରାଟ ସଫଳତାର ବର୍ଷ ଭାବେ ଅୟମାରମ୍ଭ ହେଉ ।

ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖୀ ଜୀବନ ପ୍ରଦାନ କରିବା ସହିତ ଆଗାମୀ ଦିନରେ ସମର୍ପିତ ଦେଶ ସେବା ପାଇଁ ଆଶୀର୍ବାଦ କରନ୍ତୁ ।”

***********