ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“@GoldmanSachsର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କ ସହ ସଫଳ ଆଲୋଚନା ହେଲା । ନିକଟରେ ହୋଇଥିବା ସଂସ୍କାର ଓ ବାଣିଜ୍ୟ ଅନୁକୂଳ ବାତାବରଣ ଦ୍ୱାରା ପ୍ରେରିତ ଭାରତର ବିକାଶର ଅପାର ସମ୍ଭାବନାଗୁଡିକୁ ରେଖାଙ୍କିତ କଲି । ଏହାସହିତ ଆନ୍ତର୍ଜାତିକ କମ୍ପାନୀଗୁଡିକ ପାଇଁ ଭାରତ କିପରି ବହୁ ସୁଯୋଗ ପ୍ରଦାନ କରେ ସେ ସମ୍ପର୍କରେ ଆଲୋଚନା କଲି ।”
SR
Had a fruitful discussion with the members of the Board and key leadership of @GoldmanSachs. Highlighted India's vast potential for growth, fuelled by recent reforms and a conducive business environment. Also spoke of how India's offers several opportunities for global firms. pic.twitter.com/9LlLkcUiO0
— Narendra Modi (@narendramodi) June 28, 2023