ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୧୫ ବ୍ୟାଚର ଭାରତୀୟ ପୁଲିସ ସେବା(ଆଇପିଏସ)ର ଶିକ୍ଷାନବିସମାନଙ୍କୁ ଭେଟି ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି ।
ଏହି ଅବସରରେ ସ୍ୱାତନ୍ତ୍ର୍ୟତା, ତାଲିମ, ବାର୍ତ୍ତା, ଆଇନ ଶୃଙ୍ଖଳା, ସାଇବର ଅପରାଧ, ଚରମପନ୍ଥୀ କାର୍ଯ୍ୟଧାରା ଓ ପୁଲିସ ବିଭାଗରେ ବୈଷୟିକ ଜ୍ଞାନର ବ୍ୟବହାର ଆଦି ବିଷୟ ନେଇ ଆଲୋଚନା ହୋଇଥିଲା ।
IPS probationers of the 2015 batch called on PM @narendramodi. pic.twitter.com/z4wBGTs285
— PMO India (@PMOIndia) November 17, 2016