Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର


କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପର ନୂଆଦିଲ୍ଲୀ ରାଇସିନା କଥାବାର୍ତ୍ତାରେ ଅଂଶଗ୍ରହଣ କରିବା ଲାଗି ଭାରତ ଗସ୍ତରେ ଆସିଥିବା ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଉଭୟ ନେତା ଭାରତ-କାନାଡା ଦ୍ଵୀପାକ୍ଷିକ ସମ୍ବନ୍ଧରେ ଉନ୍ନତି ଏବଂ ପ୍ରମୁଖ ବୈଶ୍ଵିକ ପ୍ରସଙ୍ଗ ତଥା ଆନ୍ତର୍ଜାତିକସ୍ତରରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିଥିଲେ ।

**********