Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧିମଣ୍ଡଳୀ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧିମଣ୍ଡଳୀ


ଆଜି ନାନ୍ସି ପେଲୋସୀଙ୍କ ନେତୃତ୍ଵରେ ଯୁକ୍ତରାଷ୍ଟ୍ର କଂଗ୍ରେସର ଏକ ଆଠ ଜଣିଆ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧିମଣ୍ଡଳୀକୁ ଭାରତକୁ ସ୍ଵାଗତ କରିଛନ୍ତି । ସେ ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ସହଯୋଗକୁ ସୁଦୃଢ କରିବା ଦିଗରେ ଯୁକ୍ତରାଷ୍ଟ୍ର କଂଗ୍ରେସର ସମର୍ଥନକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ସେ ଯୁକ୍ତରାଷ୍ଟ୍ର କଂଗ୍ରେସ ସହିତ ସଂପର୍କ ଆହୁରି ଦୃଢ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।