ପିଏମଇଣ୍ଡିଆ
|
ଦକ୍ଷତା ବିକାଶ ଓ ବୃତ୍ତିଗତ ଶିକ୍ଷାରେ ସହଯୋଗ ଲାଗି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଫ୍ରାନ୍ସ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଓ ଯୁବ ମନ୍ତ୍ରଣାଳୟ ମଧ୍ୟରେ ପ୍ରଶାସନିକ ବ୍ୟବସ୍ଥା |
|
ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସୌର ଶକ୍ତି ସଂସ୍ଥାନ ଏବଂ ଫ୍ରାନ୍ସ ବିକଳ୍ପ ଇନ୍ଧନ ଓ ଆଣବିକ ଶକ୍ତି ଆୟୋଗଙ୍କ ମଧ୍ୟରେ ଆପୋଷ ବୁଝାମଣା |
|
ଇଲେକ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ସ୍ୱାୟତ୍ତ ବୈଜ୍ଞାନିକ ସଂସ୍ଥା ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ୍ କମ୍ପ୍ୟୁଟିଙ୍ଗ ଏବଂ ATOS ମଧ୍ୟରେ ସହଯୋଗ ରାଜିନାମା |
|
ମିଳିତ ସାମୁଦ୍ରିକ କ୍ଷେତ୍ର ସଚେତନତା ପାଇଁ ଇସ୍ରୋ ଏବଂ ଫ୍ରାନ୍ସ CNES ମଧ୍ୟରେ କାର୍ଯ୍ୟାନ୍ୱୟନ ରାଜିନାମା |
ବୁଝାମଣାର ନାମ |
|---|
**********