ପିଏମଇଣ୍ଡିଆ
|
1 |
ଦକ୍ଷିଣ ଏସିଆ ସେଟଲାଇଟର SATCOM ନେଟୱାର୍କ ବ୍ୟବହାର ପାଇଁ ଭାରତ ସରକାରଙ୍କ ଇସ୍ରୋ ଏବଂ ଭୁଟାନ ସରକାରଙ୍କ ସୂଚନା ପ୍ରଯୁକ୍ତି ଓ ଟେଲି ଯୋଗାଯୋଗ ବିଭାଗ ମଧ୍ୟରେ ବୁଝାମଣା |
ମହାକାଶ ବିଭାଗ ଇସ୍ରୋ ମୁଖ୍ୟାଳୟର SATCOM ନିର୍ଦ୍ଦେଶକ |
ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟର ସୂଚନା ପ୍ରଯୁକ୍ତି ଓ ଟେଲି ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ |
|
2 |
ବିମାନ ଦୁର୍ଘଟଣା ଏବଂ ଘଟଣା ଯାଞ୍ଚ ଉପରେ ସହଯୋଗ ଲାଗି ଭୁଟାନ ସରକାରଙ୍କ ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟର ଆକାଶମାର୍ଗ ଦୁର୍ଘଟଣା ଯାଞ୍ଚ ୟୁନିଟ ଏବଂ ଭାରତ ସରକାରଙ୍କ ବେସରକାରୀ ବିମାନ ଚଳାଚଳ ମନ୍ତ୍ରଣାଳୟର ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ ମଧ୍ୟରେ ବୁଝାମଣା |
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିମାନ ଦୁର୍ଘଟଣା ଏବଂ ଯାଞ୍ଚ ବ୍ୟୁରୋ ମହାନିର୍ଦ୍ଦେଶକ ମିଷ୍ଟର ଅରବିନ୍ଦ ହଣ୍ଡା |
ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟ କାର୍ଯ୍ୟକାରୀ ସଚିବ ମିଷ୍ଟର ପେମ୍ବା ୱାଙ୍ଗଚୁକ |
|
3 |
ଭାରତର ରାଷ୍ଟ୍ରୀୟ ଜ୍ଞାନ ନେଟୱାର୍କ, ରାଷ୍ଟ୍ରୀୟ ସୂଚନା କେନ୍ଦ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ପ୍ରଯୁକ୍ତି ଓ ଟେଲି ଯୋଗାଯୋଗ (ଡ୍ରୁକ ଗବେଷଣା ଓ ଶିକ୍ଷା ନେଟୱାର୍କର ପୀରିଙ୍ଗ ରାଜିନାମା) ମଧ୍ୟରେ ବୁଝାମଣା |
ରାଷ୍ଟ୍ରୀୟ ଜ୍ଞାନ ନେଟୱାର୍କ ପ୍ରକଳ୍ପ ନିର୍ଦ୍ଦେଶକ ଆର.ଏସ.ମଣି |
ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟର DITT ନିର୍ଦ୍ଦେଶକ ମିଷ୍ଟର ଜିଗ୍ମେ ତେଞ୍ଜିନ |
|
4 |
ମଙ୍ଗଡେଚ୍ଛୁ ବିଦ୍ୟୁତ ବିକା ଓ କିଣା ଲାଗି PTC ଇଣ୍ଡିଆ ଲିମିଟେଡ ଓ ଡ୍ରୁକ ଗ୍ରୀନ ପାୱାର କର୍ପୋରେସନ ଲିମିଟେଡ ମଧ୍ୟରେ ବିଦ୍ୟୁତ କିଣା ରାଜିନାମା |
ପିଟିସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦୀପକ ଅମିତାଭ |
ଡ୍ରୁକ ଗ୍ରୀନ ପାୱାର କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାଶୋ ଚେୱଆଙ୍ଗ ରିଞ୍ଜିନ |
|
5 |
ନ୍ୟାୟିକ ଶିକ୍ଷା ଓ ଆପୋସ ବିନିମୟ ସହଯୋଗ ଲାଗି ଭୁଟାନ ଜାତୀୟ ଆଇନ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ନ୍ୟାୟିକ ଏକାଡେମୀ, ଭୋପାଳ ମଧ୍ୟରେ ବୁଝାମଣା |
ଭାରତରେ ଅବସ୍ଥାପିତ ଭୁଟାନ ରାଷ୍ଟ୍ରଦୂତ ସୁଶ୍ରୀ ରୁଚିରା କାମ୍ବୋଜ |
ଭୁଟାନ ରାଷ୍ଟ୍ରୀୟ ଆଇନ ସଂସ୍ଥାନର ମହାନିର୍ଦ୍ଦେଶକ ମହାମାନ୍ୟ ମିଷ୍ଟର ଜଜ ଲୋବଜାଙ୍ଗ ରିଞ୍ଜିନ ୟାରଗେ |
|
6 |
ଆଇନ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ଵୀପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ଶିକ୍ଷା ଓ ସାଂସ୍କୃତିକ ବିନିମୟ ଲାଗି ଜିଗ୍ମେ ସିଙ୍ଗୟେ ୱାଙ୍ଗଚୁକ ଆଇନ ବିଦ୍ୟାଳୟ, ଥିମ୍ପୁ, ଭୁଟାନ ଏବଂ ଭାରତୀୟ ବିଶ୍ଵବିଦ୍ୟାଳୟ ବାଙ୍ଗାଲୁରର ରାଷ୍ଟ୍ରୀୟ ଆଇନ ବିଦ୍ୟାଳୟ ମଧ୍ୟରେ ବୁଝାମଣା |
ଏଫଏସିର କୁଳପତି ପ୍ରଫେସର (ଡଃ) ଏମକେ ରମେଶ |
ଜିଗ୍ମେ ସିଙ୍ଗୟେ ୱାଙ୍ଗଚୁକ ଆଇନ ବିଦ୍ୟାଳୟର ଡିନ ମିଷ୍ଟର ସଙ୍ଗେ ଦୋର୍ଜୀ |
|
7 |
ଭୁଟାନର ରୟାଲ ବିଶ୍ଵବିଦ୍ୟାଳୟ ଏବଂ ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, କାନପୁର ମଧ୍ୟରେ ବୁଝାମଣା |
ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, କାନପୁରର ନିର୍ଦ୍ଦେଶକ ପ୍ରଫେସର ଅଭୟ କରଣ୍ଡିକର |
ଭୁଟାନ ରୟାଲ ବିଶ୍ଵବିଦ୍ୟାଳୟର କୁଳପତି ମିଷ୍ଟର ନିଦୁପ ଦୋର୍ଜି |
|
8 |
ଭୁଟାନର ରୟାଲ ବିଶ୍ଵବିଦ୍ୟାଳୟ ଏବଂ ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, ବମ୍ବେ ମଧ୍ୟରେ ବୁଝାମଣା |
ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, ବମ୍ବେର ନିର୍ଦ୍ଦେଶକ ପ୍ରଫେସର ସୁଭାଷିସ ଚୌଧୁରୀ |
ଭୁଟାନ ରୟାଲ ବିଶ୍ଵବିଦ୍ୟାଳୟର କୁଳପତି ମିଷ୍ଟର ନିଦୁପ ଦୋର୍ଜି |
|
9 |
ଭୁଟାନର ରୟାଲ ବିଶ୍ଵବିଦ୍ୟାଳୟ ଏବଂ ଶିଲଚରର ରାଷ୍ଟ୍ରୀୟ ପ୍ରଯୁକ୍ତି ସଂସ୍ଥାନ ମଧ୍ୟରେ ବୁଝାମଣା |
ରାଷ୍ଟ୍ରୀୟ ପ୍ରଯୁକ୍ତି ସଂସ୍ଥାନ, ଶିଲଚରର ନିର୍ଦ୍ଦେଶକ ଶିବାଜୀ ବନ୍ଦ୍ୟୋପାଧ୍ୟାୟ |
ଭୁଟାନ ରୟାଲ ବିଶ୍ଵବିଦ୍ୟାଳୟର କୁଳପତି ମିଷ୍ଟର ନିଦୁପ ଦୋର୍ଜି |
|
10 |
ଭୁଟାନର ରୟାଲ ବିଶ୍ଵବିଦ୍ୟାଳୟ ଏବଂ ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, ଦିଲ୍ଲୀ ମଧ୍ୟରେ ବୁଝାମଣା |
ଭାରତୀୟ ପ୍ରଯୁକ୍ତି ସଂସ୍ଥାନ, ଦିଲ୍ଲୀର ପ୍ରଫେସର ଭି. ରାମଗୋପାଳ ରାଓ |
ଭୁଟାନ ରୟାଲ ବିଶ୍ଵବିଦ୍ୟାଳୟର କୁଳପତି ମିଷ୍ଟର ନିଦୁପ ଦୋର୍ଜି |
ସଂଖ୍ୟା | ବୁଝାମଣା / ରାଜିନାମା | ଭାରତ ପକ୍ଷ ସ୍ଵାକ୍ଷରକାରୀ | ସିଙ୍ଗାପୁର ପକ୍ଷ ସ୍ଵାକ୍ଷରକାରୀ |
|---|
**********