ପିଏମଇଣ୍ଡିଆ
|
1 |
ସଂସ୍କୃତି ମନ୍ତ୍ରଣାଳୟ ଏବଂ ଭାରତୀୟ ସାଧାରଣତନ୍ତ୍ରର ସଂସ୍କୃତି ମନ୍ତ୍ରଣାଳୟ ମଧ୍ୟରେ 2017 ରୁ 19 ପର୍ଯ୍ୟନ୍ତ ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ |
ରାଷ୍ଟ୍ରଦୂତ ପଙ୍କଜ ଶରନ୍ |
ସଂସ୍କୃତି ମନ୍ତ୍ରୀ ଭ୍ଲାଦିମିର ମେଡିନସ୍କି |
|
2 |
ଋଣ ପ୍ରୋଟୋକଲ୍ ଅନୁଯାୟୀ କୁଡନକୁଲମ୍ ପରମାଣୁ ଶକ୍ତି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ସାଧାରଣ ଫ୍ରେମୱାର୍କ ଚୁକ୍ତି |
ଶ୍ରୀ ସତୀଶ କୁମାର ଶର୍ମା ଏନପିସିଆଇଏସ୍ ଅଧ୍ୟକ୍ଷ |
ରୋସାଟମ୍ ସିଇଓ ମିଃ. ଆଲେକ୍ସି ଲିଖାଚେଭ୍ |
|
3 |
ଭାରତୀୟ ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ ଏବଂ ଫେଡେରାଲ୍ ସର୍ଭିସ୍ ଫର ଇଣ୍ଟେଲେକଚୁଆଲ ପ୍ରପର୍ଟି (ରୋସପାଟେଣ୍ଟ) ମଧ୍ୟରେ ଚୁକ୍ତିନାମା । ଏହାଦ୍ୱାରା ରୋସପାଟେଣ୍ଟର ବିଶେଷଜ୍ଞମାନେ ପାରମ୍ପରିକ ଜ୍ଞାନ ଥିବା ଭାରତୀୟ ଡିଜିଟାଲ୍ ଲାଇବ୍ରେରୀ (ଟିକେଡିଏଲ)ରେ ସିଧାସଳଖ ଗ୍ରହଣୀୟ ହୋଇପାରିବେ |
ରାଷ୍ଟ୍ରଦୂତ ପଙ୍କଜ ଶରନ୍ |
ରୋସପାଟେଣ୍ଟର ମୁଖ୍ୟ ମିଃ. ଗ୍ରେଗୋରୀ ଇଭଲିଭ୍ |
|
4 |
ନାଗପୁର-ସିକନ୍ଦରାବାଦ୍ ସେକ୍ସନ୍ ମଧ୍ୟରେ ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଭାରତୀୟ ରେଳ ମନ୍ତ୍ରଣାଳୟ ଏବଂ ଜେଏସସି (ରୁଷୀୟ ରେଳବାଇ) ମଧ୍ୟରେ ଚୁକ୍ତିନାମା |
ରାଷ୍ଟ୍ରଦୂତ ପଙ୍କଜ ଶରନ୍ |
ଋଷ ରେଳବାଇ ସଭାପତି ଓଲେଗ୍ ବିଲେସରୋଭ୍ |
|
5 |
ମୂଲ୍ୟବାନ ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ ଏବଂ ଜଏଣ୍ଟ ଷ୍ଟକ୍ କମ୍ପାନୀ (ସରକାରୀ ଜଏଣ୍ଟ ଷ୍ଟକ୍ କମ୍ପାନୀ) ଆଲରୋସା ମଧ୍ୟରେ ସହଯୋଗ ଚୁକ୍ତି |
ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ(ଜିଜେଇପିସି)ର ଅଧ୍ୟକ୍ଷ ଶ୍ରୀ ପ୍ରବୀଣ ଶଙ୍କର ପାଣ୍ଡ୍ୟା |
ଆଲରୋସାର ସଭାପତି ମିଃ. ସରଗେଇ ଇଭାନୋଭ |
କ୍ରଂନଂ | ଏମ୍ଓୟୁ/ଚୁକ୍ତିର ଶିରୋନାମା | ଭାରତୀୟ ସ୍ୱାକ୍ଷରକାରୀ | ଋଷ ସ୍ୱାକ୍ଷରକାରୀ |
|---|
**********