ପିଏମଇଣ୍ଡିଆ
ବୁଝାମଣାପତ୍ର / ଆଗ୍ରହପତ୍ର
|
୧. |
ଶ୍ରମ ପ୍ରବାସ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର |
|
୨. |
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆଗ୍ରହପତ୍ର |
|
୩. |
ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଉପରେ ବୁଝାମଣାପତ୍ର |
|
୪. |
ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର |
|
୫. |
ଅଡ଼ିଓ-ଭିଜୁଆଲ ସୃଷ୍ଟି ଉପରେ ବୁଝାମଣାପତ୍ର |
|
୬. |
କୋସିସର ବୈଷୟିକ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ପ୍ରଥମ ଆଇସିସିଆର ଚେୟାର ପ୍ରତିଷ୍ଠା |
|
୭. |
କ୍ୱାଣ୍ଟମ୍ ଯୋଗାଯୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା କ୍ଷେତ୍ରରେ ବୁଝାମଣାପତ୍ର |
|
୮. |
ପୁନେର ଜାତୀୟ ପ୍ରାକୃତିକ ଚିକିତ୍ସା ସଂସ୍ଥାନ, ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ଲୋଭାକିଆ ସ୍ୱାସ୍ଥ୍ୟ ସ୍ପା ପିଏଷ୍ଟାନି ମଧ୍ୟରେ ବୁଝାମଣାପତ୍ର |
|
୯. |
ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଛାତ୍ରବୃତ୍ତି ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଦିଲ୍ଲୀର ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ତଥା ସ୍ଲୋଭାକିଆ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା |
|
୧୦. |
ଟୁର୍ ଅପରେଟର୍ସ ସଂଘଗୁଡିକ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ |
|
୧୧. |
ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନ୍ଏସ୍ଏ) ଏବଂ ସ୍ଲୋଭାକିଆ ବିଜ୍ଞାନ ଏକାଡେମୀ (ଏସ୍ଏଏସ୍) ମଧ୍ୟରେ ବୈଜ୍ଞାନିକ ସହଯୋଗ ଉପରେ ଚୁକ୍ତିନାମା |
କ୍ରମିକ ସଂଖ୍ୟା | ଶୀର୍ଷକ |
|---|
ଘୋଷଣାଗୁଡିକ
|
୧. |
ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ ସହଭାଗୀତାକୁ ଉନ୍ନୀତ କରିବା |
|
୨. |
ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା |
|
୩. |
କନସୁଲାର ଆଲୋଚନା ପ୍ରତିଷ୍ଠା |
SR
A win-win for India-Slovakia friendship! https://t.co/HRKl4QhdTq
— Narendra Modi (@narendramodi) June 15, 2026