ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 29, ଅଗଷ୍ଟ 2017ରେ ରାଜସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
“ଆସନ୍ତାକାଲି ମୁଁ ବୀର ଭୂମି ରାଜସ୍ଥାନ ଗସ୍ତ କରିବି, ଯେଉଁଠି ମୁଁ ପ୍ରମୁଖ ଜାତୀୟ ରାଜମାର୍ଗ ପ୍ରକଳ୍ପଗୁଡିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବି ।
ଉଦୟପୁରରେ ଏକ ଜନସଭାକୁ ମୁଁ ସମ୍ବୋଧିତ କରିବି । ପ୍ରତାପ ଗୌରବ କେନ୍ଦ୍ର ପରିଦର୍ଶନ କରି ସେଠାରେ ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବି,” ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।
Tomorrow I will be visiting Rajasthan, the land of the brave, where I will inaugurate & lay the foundation of key National Highway projects.
— Narendra Modi (@narendramodi) August 28, 2017
I will address a public meeting in Udaipur. I will also visit the Pratap Gaurav Kendra and pay my respects to the great Maharana Pratap.
— Narendra Modi (@narendramodi) August 28, 2017