Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୂଆଦିଲ୍ଲୀଠାରେ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗଦେବେ


ବୁଦ୍ଧ ଜୟନ୍ତୀ ଅବସରରେ 2018 ଏପ୍ରିଲ 30 ସୋମବାର ଦିନ ରାଜଧାନୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପାଳନ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ଉତ୍ସବରେ ସଙ୍ଘ ଦାନ ଦେବେ । ସେ ମଧ୍ୟ Central Institute of Higher Tibetan Studies, ସାରନାଥ ଏବଂ ସର୍ବଭାରତୀୟ ଭିକ୍ଷୁ ସଙ୍ଘ, ବୋଧ ଗୟାକୁ ବୈଶାଖ ସମ୍ମାନ ପ୍ରଶସ୍ତି ପତ୍ର ପ୍ରଦାନ କରିବେ । ଏହି ସମ୍ମିଳନୀରେ ସମବେତ ଜନତାଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ।

***