Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଦୃଢ଼ ସମର୍ଥନ ଦେଖି ଉତ୍ସାହିତଃ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଦୃଢ ସମର୍ଥନ ଦେଖିବା ଉତ୍ସାହଜନକ ଅଟେ

ନମୋ ଆପରେ ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ସମ୍ବାଦ ନିବନ୍ଧକୁ ଉଦ୍ଧୃତ କରି ସେ ଏକ୍ସରେ ପୋଷ୍ଟ କରିଥିଲେଃ

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଦୃଢ଼ ସମର୍ଥନ ଦେଖି ଉତ୍ସାହିତ ଏହା ଆମ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟବଳ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ

https://www.business-standard.com/industry/news/companies-to-absorb-10-interns-under-pm-internship-scheme-teamlease-study-125011601139_1.html

ନମୋ ଆପ୍ ଜରିଆରେ

HS