Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ କୃଷକ ମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।

ଏହି ନିବନ୍ଧରେ କୃଷକମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ଦିଗରେ ଗତ ୧୨ ବର୍ଷ ମଧ୍ୟରେ କରାଯାଇଥିବା ଅଭୂତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଅନ୍ନଦାତାଙ୍କ ପାଇଁ ବିଭିନ୍ନ ପଦକ୍ଷେପ ସେମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସକରାତ୍ମକ ପରିବର୍ତ୍ତନ ଆଣିଛି ଏବଂ କୃଷି କ୍ଷେତ୍ରର ପରିବର୍ତ୍ତନକାରୀ ଯାତ୍ରାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

“ବିଗତ ୧୨ ବର୍ଷ ମଧ୍ୟରେ କୃଷକ ଭାଇ ଓ ଭଉଣୀମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି। ଅନ୍ନଦାତାଙ୍କ ପାଇଁ ଆମର ଯୋଜନା ସେମାନଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୀ ତାଙ୍କ ନିବନ୍ଧରେ କୃଷି କ୍ଷେତ୍ରର ଏହି ପରିବର୍ତ୍ତନଶୀଳ ଯାତ୍ରା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।’’

HS