Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ୧୮୯୩ର ସାରଗର୍ଭକ ଭାଷଣକୁ ମନେ ପକାଇଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ୧୮୯୩ ଚିକାଗୋର ସାରଗର୍ଭକ ଭାଷଣର ଆବେଗରେ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ତଥା ଅର୍ନ୍ତଭୁକ୍ତି ବିଶ୍ୱ ସୃଷ୍ଟି କରିବାର କ୍ଷମତା ରଖିଛି

ପ୍ରତୀକାତ୍ମକ ଭାଷଣର ବାର୍ଷିକୀ ପାଳନ ଅବସରରେ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ସାରଗର୍ଭକ ୧୮୯୩ ଭାଷଣକୁ ମନେ ପକାଇବା, ଯାହା ଭାରତୀୟ ସଂସ୍କୃତିର ମହତ୍ୱକୁ ସୁନ୍ଦର ଭାବରେ ଦର୍ଶାଇଥିଲା ତାଙ୍କ ଭାଷଣର ଆବେଗ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ଏବଂ ଅନ୍ତର୍ଭୂକ୍ତି ବିଶ୍ୱ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି

 

HS