Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ କାଳରେ ରୁଷିଆ ଓ ଭାରତ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ବ୍ୟବସାୟିକ ଓ ଅନ୍ୟାନ୍ୟ ବୁଝାମଣା ସୂଚୀ


 

 

 

  1. ପ୍ରାଥମିକ ତାଲିମ ବିମାନ-ଦକ୍ଷନିର୍ମାଣ ଏବଂ ଏହାର ଏକୀକରଣ ସକାଶେ ୟାକୋଭଲେଭ ଡ଼ିଜାଇନ ବ୍ୟୁରେ ଏବଂ ଭାରତ ଆର୍ଥ ରିମୁଭର୍ସ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର;
  2. ଜାରୁବେଝନେଫ୍ଟ ଏବଂ ସନ୍‌ ଗ୍ରୁପ୍‌ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  3. ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଷ୍ଟେଟ୍‌ ଟ୍ରେଡ଼ିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  4. ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ସନ୍‌ ଗୋଲ୍ଡ ୟୁରେସିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  5. ସ୍ୱୟଂଶାସିତ ଅଣ-ଲାଭଦାୟକ ସଂସ୍ଥା ଏଜେନ୍ସି ଫର୍‌ ଷ୍ଟ୍ରାଟେଜିକ୍‌ ଇନିସିଏଟିଭଏବଂ ଗ୍ଲୋବାଲ୍‌ ଇଜୁକେସନ୍‌ ଲିଡ଼ରସିପ୍‌ ଫାଉଣ୍ଡେସନ୍‌ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  6. ସ୍କୋଲକୋଭ ଫାଉଣ୍ଡେସନ୍‌ ଏବଂ ଗ୍ଲୋବାଲ ଜୁକେଶନ୍‌ ଲିଡ଼ରସିପ୍‌ ଫାଉଣ୍ଡେସନ୍‌ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  7. ଜାତୀୟ କୌଶଳ ବିକାଶ ନିଗମ  ଓ  ମାନବ ରଚନା ବିଦ୍ୟାନ୍ତରିକ୍ଷ ପ୍ରାଇଭେଟ ଲିମିଟେଡ଼ ଏବଂ ଜେଏସସି ରୋବୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  8. ଫେଡ଼େରାଲ ଷ୍ଟେଟ ୟୁନିଟାରୀ ଏଣ୍ଟରପ୍ରାଇଜ୍‌ ରୋସିୟା ସେଗୋଡ଼୍ୟାଭ୍‌, ଅନ୍ତରାଷ୍ଟ୍ରୀୟ ସୂଚନା ଏଜେନ୍ସି, ରୁଷିଆ ମିଡ଼ିଆ ଆଉଟଲେଟର ପ୍ରତିଷ୍ଠାତା ସ୍ପୁଟନିକ୍‌ ସୂଚନା ଏଜେନ୍ସିଏବଂ ଜି ମିଡ଼ିଆ କର୍ପୋରେସନ ଲିମିଟେଡ଼ର ୱିଅନମଧ୍ୟରେ ସାଂସ୍କୃତିକ ଯୋଗାଯୋଗ, ସଂପର୍କ ସୁଦୃଢ଼ୀକରଣସକାଶେ ସ୍ୱାକ୍ଷରିତ ଲେଟର ଅଫ୍‌ ଇଣ୍ଟେଣ୍ଟ
  9. ଇନଭେଷ୍ଟ ଇଣ୍ଡିଆ ଏବଂ ସ୍କୋଲକୋଭ ଫାଉଣ୍ଡେସନ୍‌ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  10. ରୁଷ ଜୁକେଶନ ପ୍ରାଇଭେଟ ଲିମିଟେଡ଼ ଓ ଦୂର ପ୍ରାଚ୍ୟ ସଂଘୀୟ ବିଶ୍ୱବିଦ୍ୟାଳୟ ଏବଂ ଦୂର ପ୍ରାଚ୍ୟ ନିବେଶ ଓ ରପ୍ତାନୀ ଏଜେନ୍ସି ମଧ୍ୟରେ ସହଯୋଗ ରାଜିନାମା ଏବଂ ସଂପର୍କ ସୁଦୃଢ଼ୀକରଣ ରାଜିନାମା
  11. ସ୍ୱୟଂଶାସିତ ସଂସ୍ଥା ଦୂର ପ୍ରାଚ୍ୟ ଇନଭେଷ୍ଟମେଣ୍ଟ ଏବଂ ଏକ୍ସପୋର୍ଟ ଏଜେନ୍ସି ତଥା ଏସ ଏ ଏସ ଫିନଇନଭେଷ୍ଟ ଏଲଏଲପି ମଧ୍ୟରେ ସହଯୋଗ ରାଜିନାମା ସ୍ୱାକ୍ଷରିତ
  12. ସ୍ୱୟଂଶାସିତ ଅଣ-ବ୍ୟବସାୟିକ ସଂସ୍ଥା ଦୂର ପ୍ରାଚ୍ୟ ନିବେଶ ଓ ରପ୍ତାନୀ ଏଜେନ୍ସି ଏବଂ କେଜସକେ ସୁଦିମା ଏଭରଗ୍ରୀନ ପିଟିଇ ଲିମିଟେଡ଼ ଏବଂ ଜାବାଇକାଲାସ୍କି କ୍ରାଇ ସରକାରଙ୍କ ମଧ୍ୟରେ ନିବେଶ ପ୍ରକଳ୍ପ ପ୍ରବର୍ତ୍ତନ ସକାଶେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  13. ଦୂର ପ୍ରାଚ୍ୟ ବିଶ୍ୱବିଦ୍ୟାଳୟ ଓ ନାନ୍ଦ୍‌ ଆଣ୍ଡ ଜିତ୍‌ ଖେମକା ଫାଉଣ୍ଡେସନ ତଥା ଗ୍ଲୋବାଲ ଜୁକେଶନ ଆଣ୍ଡ ଲିଡ଼ରସିପ୍‌ ଫାଉଣ୍ଡେସନ ମଧ୍ୟରେ ମହାତ୍ମା ଗାନ୍ଧୀ କେନ୍ଦ୍ର ସ୍ଥାପନ ସକାଶେ ସ୍ୱାକ୍ଷରିତ ରାଜିନାମା
  14. ଏଲଏଲସି ରାଇଟ ଏବଂ ଷ୍ଟାର ଓଭରସିଜ୍‌ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  15. ଜାତୀୟ କୌଶଳ ବିକାଶ ନିଗମ ଏବଂ ମ୍ୟାଜିକ୍‌ ବିଲିୟନ ଓ ଏଲଏସ- ରୁଷପାସିଫିକ୍‌ କର୍ପୋରେସନ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  16. ମାଗାଦାନ କ୍ଷେତ୍ର ସରକାର ଏବଂ ଏଲଏଲସି ସନ୍‌ ୟୁରେସିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  17. ଜାତୀୟ ଖଣିଜ ବିକାଶ ନିଗମ ଓ ଲିମିଟେଡ଼ ଲାଏବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  18. ଏନଲସି ଇଣ୍ଡିଆ ଲିମିଟେଡ଼ ଏବଂ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା
  19. ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଷ୍ଟୀଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  20. ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଏମଏମଟିସି ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  21. ଲିମିଟେଡ଼ ଲିଆବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  22. ଦୂର ପ୍ରାଚ୍ୟ ମାଇନିଂ କମ୍ପାନୀ  ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  23. ଋୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ଏବଂ ୟୁପିଏଲ ଲିମିଟେଡ଼ ମଧ୍ୟରେ ରୁଷୀୟ ମହାସଂଘରେ କୃଷି ଓ ଶସ୍ୟ ସୁରକ୍ଷା ବଜାର ନିବେଶ କ୍ଷେତ୍ରରେ ସହଯୋଗ ସକାଶେ ସ୍ୱାକ୍ଷରିତ ରାଜିନାମା
  24. ଜଏଣ୍ଟ ଷ୍ଟକ୍‌ କମ୍ପାନୀ ଦି ଫାର୍‌ ଇଷ୍ଟ୍‌ ଆଣ୍ଡ ବୈକାଲ ରିଜିଅନ୍‌ ଡ଼େଭଲପମେଣ୍ଟ ଫଣ୍ଡଏବଂ ତାମିଲନାଡ଼ୁ ଭିତ୍ତିଭୂମି ପାଣ୍ଠି ପରିଚାଳନା ନିଗମ ମଧ୍ୟରେ ପାରସ୍ପରିକ ସହଯୋଗ (ଆର୍ଥିକ ସହଯୋଗ ଦ୍ୱାରା ରୁଷିଆର ଦୂର ପ୍ରାଚ୍ୟ ଏବଂ ଭାରତର ତାମିଲନାଡ଼ୁ  ରାଜ୍ୟରେ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବା) ଲାଗି ସ୍ୱାକ୍ଷରିତ ବୁଝାମଣା ପତ୍ର
  25. ଏଚ-ଏନର୍ଜି ଗ୍ଲୋବାଲ ଲିମିଟେଡ଼ ଏବଂ ଜଏଣ୍ଟ ଷ୍ଟକ୍‌ କମ୍ପାନୀ ନୋଭାଟେକମଧ୍ୟରେ ଏଲଏନଜି କ୍ଷେତ୍ରରେ ସହଯୋଗ ସକାଶେ  ସ୍ୱାକ୍ଷରିତ ବୁଝାମଣା ପତ୍ର
  26. ଦୂର ପ୍ରାଚ୍ୟ ଫେଡ଼େରାଲ ବିଶ୍ୱବିଦ୍ୟାଳୟ (ଭ୍ଲାଡିଭୋଷ୍ଟ, ରୁଷିଆ ମହାସଂଘ) ଏବଂ ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟ,ଗାନ୍ଧୀନଗର, ଗୁଜରାଟ, ଭାରତ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  27. ପ୍ରିମୋର୍ସ୍କି କ୍ଷେତ୍ରରେ ଏଲଏଲସି କେଜିକେ ଡ଼ିଭି ନିବେଶ ପ୍ରକଳ୍ପ ପ୍ରବର୍ତ୍ତନ ସକାଶେ ସ୍ୱାକ୍ଷରିତ ସହମତ ବୁଝାମଣା
  28. ଭୋଲଝସ୍କି ଆବ୍ରେସିଭ୍‌ ୱାର୍କସ୍‌ ଏବଂ ମୁରୁଗାପ୍ପାନ ଗ୍ରୁପ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା
  29. ଲିମିଟେଡ଼ ଲାଏବିଲିଟି କମ୍ପାନୀ ରାଇଟଏବଂ ରୁମାନ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମା
  30. ଷ୍ଟେଟ ଡ଼େଭଲପମେଣ୍ଟ କର୍ପୋରେସନ ଭେବ.ଆରଏଫ, ଜଏଣ୍ଟ ଷ୍ଟକ୍‌ କମ୍ପାନୀ ଜାରୁବେଝନେଫ୍ଟ, ହାଭେଲ ଲିମିଟେଡ଼ ଲାଏବିଲିଟି କମ୍ପାନୀ, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏବଂ ସନଗ୍ରୁପ୍‌ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶର ସମ୍ଭାବନା ସଂପର୍କରେ ଅନୁସନ୍ଧାନ କରିବା ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର
  31. ଆମିଟି ୟୁନିଭର୍ସିଟିଜ୍‌ ଆଣ୍ଡ ଇନଷ୍ଟିଚୁସନ୍ସ, ଇଣ୍ଡିଆ ଏବଂ ରୁଷିଆର ଜାବାଇକାଲସ୍କିର ନିବେଶ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଆନ୍ତର୍ଜାତିକ ବୁଝାମଣା ପତ୍ର
  32. ଚୁକୋଟସ୍କା ସ୍ୱୟଶାସିତ କ୍ଷେତ୍ର (ଆନାଦିର, ରୁଷ ମହାସଂଘ) ସରକାର ଏବଂ ଆମିଟି ୟୁନିଭର୍ସିଟି (ନୂଆ ଦିଲ୍ଲୀ, ଭାରତ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  33. ଫେଫୁ ଟେକ୍ନୋଲୋଜି ଏଣ୍ଟରପ୍ରେନିଓରସିପ୍‌ ଫଣ୍ଡ (ରସକୀ ଟେକ୍ନୋପାର୍କ) ଏବଂ ଆମିଟି ୟୁନିଭର୍ସିଟି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର
  34. ଜେଏସଜି ଦୂର ପ୍ରାଚ୍ୟ ବିକାଶ ନିଗମ ଏବଂ ଲିମିଟେଡ଼ ଲାଏବିଲିଟି କମ୍ପାନୀ ଦୂର ପ୍ରାଚ୍ୟ ପ୍ରାକୃତିକ ସଂପଦ ଲିମିଟେଡ଼ (ଟାଟା ପାୱାର କମ୍ପାନୀ ଲିମିଟେଡ଼ର 100% ସହଯୋଗୀ କମ୍ପାନୀ) ମଧ୍ୟରେ ଅତ୍ୟାଧୁନିକ ସ୍ପେଶାଲ୍‌ ଇକୋନୋମିକ ଜୋନ୍‌ କାର୍ଯ୍ୟକାରୀ କରିବା ସକାଶେ ସ୍ୱାକ୍ଷରିତ ରାଜିନାମା
  35. ବୁରୟାଟିନ ପ୍ରଜାତନ୍ତ୍ର କ୍ଷେତ୍ରରେ ପ୍ରକଳ୍ପ ପ୍ରବର୍ତ୍ତନ ଘେନି ବୁରୟାଟିନ ପ୍ରଜାତନ୍ତ୍ର  ଲବଂ ଷ୍ଟାର ଓଭରସିଜ୍‌ ଲିମିଟେଡ଼ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସହମତ ବୁଝାମଣା ପତ୍ର

 

**************