Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ସଶସ୍ତ୍ର ବାହିନୀର ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ସଶସ୍ତ୍ର ବାହିନୀର ମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ସଶସ୍ତ୍ର ବାହିନୀର ମନ୍ତ୍ରୀ ଶ୍ରୀମତୀ ଫ୍ଲୋରେନ୍ସ ପାର୍ଲୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଆଜି ଫ୍ରାନ୍ସ ସଶସ୍ତ୍ର ବାହିନୀର ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ସ୍ୱାଗତ କରିବା ସହିତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, ଆଞ୍ଚଳିକ ସୁରକ୍ଷା, ଭାରତ–ପ୍ରଶାନ୍ତ ମହାସାଗରୀୟ ତଥା ଫ୍ରାନ୍ସର ଆଗାମୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷତା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

ଆମର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ମୁଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି ।”

HS