Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା/ ବୁଝାମଣା ପତ୍ରର ସୂଚୀ


1.

ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ ମଧ୍ୟରେ ଜଳବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର

ବିଜୟ ଗୋଖଲେ,

ବୈଦେଶିକ ସଚିବ

ଉଜା. ମାରିଆ ଅହମ୍ମଦ ଦିଦି, ପ୍ରତିରକ୍ଷା ମନ୍ତ୍ରୀ

2.

ଭାରତ ସରକାର ଏବଂ ମାଳଦ୍ୱୀପ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଅବଦୁଲ୍ଲା ଆମୀନ୍, ସ୍ୱାସ୍ଥ୍ୟ ମନ୍ତ୍ରୀ

3.

ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ମାଳଦ୍ୱୀପର ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ସମୁଦ୍ରରେ ଯାତ୍ରୀବାହୀ ଓ ମାଲ ପରିବହନ ସେବା ସ୍ଥାପନ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଐସାଥ ନହୁଲା, ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

 

4.

ଭାରତର କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ବହିଃଶୁଳ୍କ ବୋର୍ଡ଼ ଏବଂ ମାଳଦ୍ୱୀପର ବହିଃଶୁଳ୍କ ସେବା ସଂସ୍ଥା ମଧ୍ୟରେ ବହିଃଶୁଳ୍କ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଅହମ୍ମଦ ନୁମାନ,

ବହିଃଶୁଳ୍କ କମିଶନର ଜେନେରାଲ

5.

 ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଜାତୀୟ ଗୁଡ଼ ଗଭର୍ଣ୍ଣାନ୍ସ ଏବଂ ମାଳଦ୍ୱୀପ ସରକାରଙ୍କ ସିଭିଲ ସର୍ଭିସ କମିଶନଙ୍କ ମଧ୍ୟରେ ମାଳଦ୍ୱୀପର ପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଡକ୍ଟର ଆଲି ଶାମିମ୍,

ମାଳଦ୍ୱୀପର ସିଭିଲ୍ ସର୍ଭିସ କମିଶନଙ୍କ ସଭାପତି/ ଅଧ୍ୟକ୍ଷ

6.

ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ପ୍ରତିରକ୍ଷା ବଳ ମଧ୍ୟରେ ଶ୍ୱେତ ଜାହାଜ ଚଳାଚଳ ସୂଚନା ଆଦାନପ୍ରଦାନ ସକାଶେ ସ୍ୱାକ୍ଷରିତ ବୈଷୟିକ ରାଜିନାମା

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ବ୍ରିଗେଡ଼ିୟର ଜେନେରାଲ ଅବଦୁଲ ରହୀମ୍ ଅବଦୁଲ ଲଥିଫ୍,

ପ୍ରତିରକ୍ଷା ବଳ ଉପମୁଖ୍ୟ

କ୍ରମିକ ସୂଚୀ ଚୁକ୍ତିନାମା/ ବୁଝାମଣା ପତ୍ରର ନାମ ଭାରତ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ ମାଳଦ୍ୱୀପ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ