Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ GSLV – MKIII D1/GSAT-19ର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋକୁ ଜଣାଇଲେ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି GSLV – MKIII D1/GSAT-19ର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

“ଜିଏସଏଲଭି – ମାର୍କ III D1/GSAT-19ର ସଫଳତା ପୂର୍ବକ ପ୍ରକ୍ଷେପଣ ପାଇଁ ଇସ୍ରୋର ଦୃଢପ୍ରତିଜ୍ଞ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ।

ଜିଏସଏଲଭି – ମାର୍କ III D1/GSAT-19 ମିଶନ ଭାରତକୁ ଆଗାମୀ ପିଢୀର ପ୍ରକ୍ଷେପଣ ଯାନ ଏବଂ କୁତ୍ରିମ ଉପଗ୍ରହ ନିର୍ମାଣ କୌଶଳ ହାସଲ କରିବାର ନିକଟତର କରାଇଛି । ଏଥିଲାଗି ରାଷ୍ଟ୍ର ଗର୍ବିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****