Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରସିଦ୍ଧ ତବଲା ବାଦକ ପଣ୍ଡିତ ଲଛୁ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଲଛୁ ମହାରାଜଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

“ପଣ୍ଡିତ ଲଛୁ ମହାରାଜଙ୍କ ବିୟୋଗରେ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ଏକ ବିରାଟ କ୍ଷତି ପହଞ୍ଚିଛି । ସଙ୍ଗୀତ କ୍ଷେତ୍ରରେ ସେ ଜଣେ ସର୍ବଜନବିଦିତ ପଣ୍ଡିତ ଥିଲେ । ମୋର ଶୋକ ଓ ସମବେଦନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।