Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ୟାରିସ ପାରାଅଲିମ୍ପିକ୍ସର ମହିଳା ୪୦୦ ମିଟର ଟି୨୦ ଇଭେଣ୍ଟରେ କାଂସ୍ୟ ପଦକ ବିଜେତା ଦୀପ୍ତି ଜୀବନଜୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ପାରାଲିମ୍ପିକ୍ସରେ ମହିଳା ୪୦୦ ମିଟର ଟି୨୦ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜେତା ଆଥଲେଟ୍ ଦୀପ୍ତି ଜୀବନଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ତାଙ୍କର ଦକ୍ଷତା ଏବଂ ଦୃଢ଼ତାକୁ ପ୍ରଶଂସନୀୟ ବୋଲି କହି ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି :

 

“#ପାରାଲିମ୍ପିକ୍ସ୨୦୨୪ରେ ମହିଳା ୪୦୦ ମିଟର ଟି୨୦ରେ ତାଙ୍କର ଚମତ୍କାର ବ୍ରୋଞ୍ଜ ପଦକ ବିଜୟ ପାଇଁ ଦୀପ୍ତି ଜୀବନଜୀଙ୍କୁ ଅଭିନନ୍ଦନ! ସେ ଅଗଣିତ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଦକ୍ଷତା ଏବଂ ଦୃଢ଼ତା ପ୍ରଶଂସନୀୟ।

 

*****

MT