Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ନାମିବିୟା ଗସ୍ତ

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ନାମିବିୟା ଗସ୍ତ


ବୁଝାମଣାପତ୍ର / ଚୁକ୍ତିନାମା:

ନାମିବିୟାର ଉଦ୍ୟୋଗୀତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ବୁଝାମଣାପତ୍ର

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଘୋଷଣା:

ନାମିବିୟା ସିଡିଆର୍‌ଆଇ (ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଗଠବନ୍ଧନ)ରେ ଯୋଗଦାନ ପାଇଁ ସ୍ୱୀକୃତି ପତ୍ର ଦାଖଲ କଲା

ନାମିବିୟା ବିଶ୍ୱସ୍ତରୀୟ ଜୈବ ଇନ୍ଧନ ଆଲାଏନ୍ସରେ ଯୋଗଦାନ ପାଇଁ ସ୍ୱୀକୃତି ପତ୍ର ଦାଖଲ କଲା

ନାମିବିୟା ୟୁପିଆଇ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ପାଇଁ ଲାଇସେନ୍ସ ଚୁକ୍ତିନାମା ସ୍ୱାକ୍ଷର କରିବାରେ ବିଶ୍ୱ ସ୍ତରରେ ପ୍ରଥମ ଦେଶ ହୋଇଛି

SR