ପିଏମଇଣ୍ଡିଆ
୯ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ
|
କ) ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର |
|
|
୧. |
ଭାରତ–ବିଟେନ ସଂଯୋଗ ଏବଂ ନବାଚାର କେନ୍ଦ୍ରର ପ୍ରତିଷ୍ଠା । |
|
୨. |
ଏଆଇ ପାଇଁ ଭାରତ–ବ୍ରିଟେନ ମିଳିତ କେନ୍ଦ୍ରର ପ୍ରତିଷ୍ଠା । |
|
୩. |
ବ୍ରିଟେନ–ଭାରତ କ୍ରିଟିକାଲ ମିନେରାଲ୍ସ ସପ୍ଲାଏ ଚେନ ଅବଜରଭେଟରର ଦ୍ୱିତୀୟ ପର୍ୟ୍ୟାୟର ଶୁଭାରମ୍ଭ ଏବଂ ଆଇଆଇଟି–ଆଇଏସ୍ଏମ୍ ଧନବାଦରେ ଏକ ନୂତନ ସାଟେଲାଇଟ କ୍ୟାମ୍ପସ ପ୍ରତିଷ୍ଠା । |
|
୪. |
ସ୍ଥିର ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିଟିକାଲ ମିନେରାଲ୍ସ ଇଣ୍ଡଷ୍ଟ୍ରି ଗିଲ୍ଡର ପ୍ରତିଷ୍ଠା । |
|
ଖ) ଶିକ୍ଷା |
|
|
୫. |
ବେଙ୍ଗାଲୁରୁରେ ଲାନକାଷ୍ଟର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବା ପାଇଁ ଆଗ୍ରହ ପତ୍ର ପ୍ରଦାନ । |
|
୬. |
ଗିଫ୍ଟ ସିଟିରେ ସରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ପାଇଁ ନୀତିଗତ ଅନୁମୋଦନ । |
|
ଗ) ବାଣିଜ୍ୟ ଏବଂ ନିବେଶ |
|
|
୭. |
ପୁନର୍ଗଠିତ ଭାରତ–ବ୍ରିଟେନ ସିଇଓ ଫୋରମର ଉଦଘାଟନୀ ବୈଠକ ।
|
|
୮. |
ଭାରତ–ବ୍ରିଟେନ ମିଳିତ ଅର୍ଥନୈତିକ ବାଣିଜ୍ୟ କମିଟି (ଜେଇଟିସିଓ)ର ପୁନଃସ୍ଥାପନ ଯାହା ସିଇଟିଏ କାର୍ୟ୍ୟାନ୍ୱୟନକୁ ସମର୍ଥନ କରିବ ଏବଂ ଉଭୟ ଦେଶରେ ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ । |
|
୯. |
ଜଳବାୟୁ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ ଫଣ୍ଡରେ ଏକ ନୂତନ ମିଳିତ ନିବେଶ ଯାହା, ଜଳବାୟୁ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି କ୍ଷେତ୍ରରେ ନବସୃଜନଶୀଳ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା ପାଇଁ ବ୍ରିଟେନ ସରକାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଅଧିନରେ ଏକ ରଣନୈତିକ ପଦକ୍ଷେପ । |
|
ଘ) ଜଳବାୟୁ, ସ୍ୱାସ୍ଥ୍ୟ ଏବଂ ଗବେଷଣା |
|
|
୧୦. |
ବାୟୋ–ମେଡିକାଲ ଗବେଷଣା କ୍ୟାରିଅର କାର୍ୟ୍ୟକ୍ରମର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ । |
|
୧୧. |
ଅଫଶୋର ୱିଣ୍ଡ ଟାସ୍କଫୋର୍ସ ପ୍ରତିଷ୍ଠା । |
|
୧୨. |
ସ୍ୱାସ୍ଥ୍ୟ ଗବେଷଣା ଉପରେ ଆଇସିଏମଆର ଏବଂ ବ୍ରିଟେନର ଏନଆଇଏଚଆର ମଧ୍ୟରେ ଆଗ୍ରହ ପତ୍ର।
|
କ୍ରମିକ ସଂଖ୍ୟା | ଶୀର୍ଷକ |
|---|---|
SR
Addressing the joint press meet with UK PM @Keir_Starmer. https://t.co/jY20THk1kv
— Narendra Modi (@narendramodi) October 9, 2025
प्राइम मिनिस्टर स्टार्मर के नेतृत्व में, भारत और UK के रिश्तों में उल्लेखनीय प्रगति हुई है।
— PMO India (@PMOIndia) October 9, 2025
इस साल जुलाई में मेरी UK यात्रा के दौरान हमने ऐतिहासिक Comprehensive Economic and Trade Agreement पर सहमति बनाई: Prime Minister @narendramodi
Agreement के कुछ ही महीनों में आपका यह भारत दौरा और आपके साथ आया अब तक का सबसे बड़ा business delegation, भारत–UK साझेदारी में आई नई ऊर्जा और व्यापक दृष्टि का प्रतीक है: PM @narendramodi
— PMO India (@PMOIndia) October 9, 2025
भारत और UK natural partners हैं। हमारे संबंधों की नीव में Democracy, freedom और rule of law जैसे मूल्यों में साझा विश्वास है: PM @narendramodi
— PMO India (@PMOIndia) October 9, 2025
मौजूदा वैश्विक अस्थिरता के दौर में, भारत और UK के बीच यह बढ़ती हुई साझेदारी global stability और आर्थिक प्रगति का एक महत्वपूर्ण आधार बन रही है: PM @narendramodi
— PMO India (@PMOIndia) October 9, 2025
हमने Indo-Pacific, West-Asia में शांति और स्थिरता, और यूक्रेन में चल रहे संघर्ष पर भी विचार साझा किए।
— PMO India (@PMOIndia) October 9, 2025
यूक्रेन कान्फ्लिक्ट और गाज़ा के मुद्दे पर, भारत dialogue और diplomacy से शांति की बहाली के सभी प्रयासों का समर्थन करता है।
हम Indo-Pacific क्षेत्र में maritime security…
हमने critical minerals पर सहयोग के लिए एक इंडस्ट्री गिल्ड और सप्लाइ चेन Observatory की स्थापना का निर्णय लिया है। इसका सैटेलाइट कैंपस ISM धनबाद में होगा: PM @narendramodi
— PMO India (@PMOIndia) October 9, 2025
प्रधानमंत्री स्टार्मर के साथ शिक्षा क्षेत्र का अब तक का सबसे बड़ा और प्रभावशाली प्रतिनिधिमंडल आया है।
— PMO India (@PMOIndia) October 9, 2025
यह बहुत खुशी की बात है कि अब UK की नौ universities भारत में campuses खोलने जा रही हैं।
Southampton University के Gurugram campus का हाल ही में उद्घाटन हुआ है और छात्रों का पहला…
हमने मिलिटरी ट्रेनिंग में सहयोग पर समझौता किया है।
— PMO India (@PMOIndia) October 9, 2025
इसके तहत भारतीय वायुसेना के Flying Instructors UK की Royal Air Force में trainers के रूप में कार्य करेंगे: PM @narendramodi
भारत का dynamism और यूके की expertise मिलकर एक unique synergy बनाती है।
— PMO India (@PMOIndia) October 9, 2025
हमारी साझेदारी trustworthy है, talent और technology driven है: PM @narendramodi