Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବୁ ଜଗଜୀବନ ରାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାବୁ ଜଗଜୀବନ ରାମଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞଳି ଅର୍ପଣ କରିଛନ୍ତି ।

‘‘ବାବୁ ଜଗଜୀବନ ରାମଜୀଙ୍କ ପୁଣ୍ୟ ତିଥିରେ ଏହି ମହାନ ଆତ୍ମାଙ୍କ ସମ୍ମୁଖରେ ମୁଁ ନତମସ୍ତକ ହେଉଛି । ସେ ସର୍ବଦା ଅବହେଳିତ ଓ ନିଷ୍ପେସିତ ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରିଆସିଥିଲେ,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।