Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବୁ ଜଗଜ୍ଜୀବନ ରାମଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ବାବୁ ଜଗଜ୍ଜୀବନ ରାମଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ବାବୁ ଜଗଜ୍ଜୀବନ ରାମଙ୍କ ଜନ୍ମବାର୍ଷିକୀରେ ତାଙ୍କର ସ୍ମୃତିଚାରଣ କରୁଛି । ଭାରତ ପ୍ରତି ତାଙ୍କର ସେବା ଏବଂ ଅବହେଳିତ ତଥା ନିଷ୍ପେସିତ ଜନସାଧାରଣଙ୍କ ଅଧିକାର ପାଇଁ ତାଙ୍କ ସଂଘର୍ଷ ସବୁବେଳେ ପ୍ରେରଣାଦାୟକ ଓ ସ୍ମରଣୀୟ ହୋଇ ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।