ପିଏମଇଣ୍ଡିଆ
ବାରଣାସୀରେ ଏକ ଅର୍ଦ୍ଧନିର୍ମିତ ଫ୍ଲାଇଓଭର ଭୁଶୁଡିବା ଘଟଣାରେ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
“ବାରଣାସୀରେ ଅର୍ଦ୍ଧନିର୍ମିତ ଫ୍ଲାଇଓଭର ଭୁଶୁଡିବା ଘଟଣାରେ ପ୍ରାଣହାନୀ ଯୋଗୁଁ ମୁଁ ଅତ୍ୟନ୍ତ ମର୍ମାହତ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଦୁର୍ଘଟଣା ସମ୍ପର୍କରେ କଥାବାର୍ତ୍ତା ହେଲି ଏବଂ ପ୍ରଭାବିତମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ଲାଗି କହିଛି ।
ମୁଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଧ୍ୟ ବାରଣାସୀ ଫ୍ଲାଇଓଭର ଭୁଶୁଡିବା ଦୁର୍ଘଟଣା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲି । ଉତ୍ତରପ୍ରଦେଶ ସରକାର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ଏବଂ ଘଟଣାସ୍ଥଳରେ ରହି ପ୍ରଭାବିତମାନଙ୍କୁ ସହାୟତା ପାଇଁ କାର୍ଯ୍ୟ କରୁଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
****
Extremely saddened by the loss of lives due to the collapse of an under-construction flyover in Varanasi. I pray that the injured recover soon. Spoke to officials and asked them to ensure all possible support to those affected.
— Narendra Modi (@narendramodi) May 15, 2018
I spoke to UP CM Yogi Adityanath Ji regarding the situation due to the collapse of an under-construction flyover in Varanasi. The UP Government is monitoring the situation very closely and is working on the ground to assist the affected.
— Narendra Modi (@narendramodi) May 15, 2018