ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ବନ୍ୟା ପରିସ୍ଥିତି ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
“ବାରଣାସୀ ବନ୍ୟା ପରିସ୍ଥିତିର ଗମ୍ଭୀରତା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ତଦାରଖ କରିବା ସହିତ ସ୍ଥାନୀୟ ପ୍ରଶାସନ ସହିତ ସମ୍ପର୍କରେ ରହିଛି ।
ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ବାରଣାସୀଠାରେ ମୁତୟନ ହୋଇଛନ୍ତି । ଏ ଦିଗରେ ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ସାଂସଦଙ୍କ କାର୍ଯ୍ୟ।ଳୟ 24 ଘଣ୍ଟା କାମ କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Deeply concerned by the flood situation in Varanasi. PMO is closely monitoring the situation & is in touch with with local authorities.
— Narendra Modi (@narendramodi) August 24, 2016
NDRF teams are present at Varanasi for rescue & relief work. The MP office there is working round the clock to provide all assistance.
— Narendra Modi (@narendramodi) August 24, 2016