Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାଲ୍ମିକୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ବାଲ୍ମିକୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ବାଲ୍ମିକୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ବାଲ୍ମିକୀ ଜଣେ ମହାନ ଋଷି ଏବଂ ପ୍ରଖ୍ୟାତ ସାହିତ୍ୟିକ ଥିଲେ । ତାଙ୍କର ମହାନ ଆଦର୍ଶ ଏବଂ କାର୍ଯ୍ୟ ପିଢ଼ି ପରେ ପିଢ଼ି ଜନସାଧାରଣଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଆସୁଛି । ବାଲ୍ମିକୀ ଜୟନ୍ତୀ ଅବସରରେ ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।