Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାସବ ଜୟନ୍ତୀ ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୦ ର ତାଙ୍କର ଏକ ଭାଷଣ ସେୟାର କରିଛନ୍ତି ଯେଉଁଥିରେ ସେ ଜଗଦଗୁରୁ ବାସେବେଶ୍ୱରଙ୍କ ବିଷୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ବାସବ ଜୟନ୍ତୀଙ୍କର ପବିତ୍ର ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ । ୨୦୨୦ ର ମୋର ଏକ ଭାଷଣ ସେୟାର କରିଛି ଯେଉଁଥିରେ ମୁଁ ଜଗଦଗୁରୁ ବାସବେଶ୍ୱରଙ୍କ ବିଷୟରେ କହିଥିଲି ।”

HS