ପୁନରୁଦ୍ଧାର ଋଣନୀତିର ଅଂଶବିଶେଷ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଏସଏନଏଲ ପାଇଁ ମୋଟ୍ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହିତ ତୃତୀୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର କରାଯାଇଛି । ଏଥିରେ ଇକ୍ୟୁଟି ବିନିଯୋଗ ଜରିଆରେ ବିଏସଏନଏଲ ପାଇଁ 4ଜି/5ଜି ସ୍ପେକ୍ଟ୍ରମ ଆବଣ୍ଟନ ସାମିଲ ରହିଛି ।
ବିଏସଏନଏଲର ଅଧିକୃତ ପୁଞ୍ଜି ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ।
ଏହି ପୁନରୁଦ୍ଧାର ପ୍ୟାକେଜ ଅନ୍ତର୍ଗତ ବିଏସଏନଏଲ ଏକ ସ୍ଥିତ ଦୂରସଞ୍ଚାର ସେବା ପ୍ରଦାନକାରୀ ଭାବେ ବିକଶିତ ହେବ ଏବଂ ଭାରତର ଉପାନ୍ତ ଅଞ୍ଚଳରେ ଟେଲିଫୋନ୍ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବ ।
ସ୍ପେକ୍ଟ୍ରମର ବିବରଣୀ ନିମ୍ନରେ ଦିଆଗଲା:
|
700 MHz |
10 MHz paired in 22 LSAs |
Rs. 46,338.60 Cr |
|
3300 MHz |
70 MHz in 22 LSAs |
Rs. 26,184.20 Cr |
|
26 GHz |
800 MHz in 21 LSAs and 650 MHz in 1 LSA |
|
|
2500 MHz |
20 MHz in 6 LSAs and 10 MHz in 2 LSAs |
|
|
|
Miscellaneous items |
|
|
Total |
Rs. 89,047.82 Cr |
Band | Spectrum allotted | Budgetary support |
|---|---|---|
ଏହି ସ୍ପେକ୍ଟ୍ରମ ଆବଣ୍ଟନ ସହିତ, ବିଏସଏନଏଲ ନିମ୍ନ ସେବା ପାଇଁ ସକ୍ଷମ ହେବ :
କ. ସାରା ଦେଶରେ 4ଜି ଏବଂ 5ଜି ସେବା ଯୋଗାଇ ଦେବ
ଖ. ଗ୍ରାମୀଣ ଓ ଅପହଞ୍ଚ ଗ୍ରାମରେ ବିଭିନ୍ନ ଯୋଗାଯୋଗ ପ୍ରକଳ୍ପ ଅଧୀନରେ 4ଜି କଭରେଜ୍ ଯୋଗାଇ ଦେବ
ଗ. ହାଇସ୍ପିଡ୍ ଇଣ୍ଟରନେଟ୍ ପାଇଁ ସ୍ଥାୟୀ ୱେରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବା ଯୋଗାଇ ଦେବ।
ଘ. କ୍ୟାପ୍ଟିଭ୍ ଅଣ-ପବ୍ଲିକ୍ ନେଟୱର୍କ (ସିଏନପିଏନ) ପାଇଁ ସେବା/ସ୍ପେକ୍ଟ୍ରମ ଯୋଗାଇ ଦେବ ।
ବିଏସଏନଏଲ/ଏମଟିଏନଏଲ ପୁନରୁଦ୍ଧାର:
|
|
FY 2020-21 |
FY 2021-22 |
FY 2022-23 |
|
Revenue |
18,595 Cr |
19,053 Cr |
20,699 Cr |
|
Operating profit |
1,177 Cr |
944 Cr |
1,559 Cr |
ସ୍ୱଦେଶୀ 4ଜି/5ଜି ପ୍ରଯୁକ୍ତି
*******
P.S.