ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ‘ ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ସଂକଳ୍ପ ଅଭିଯାନ’ ର ଶୁଭାରମ୍ଭ ଅବସରରେ ରଖିଥିବା ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ପବିତ୍ର କାଶୀ ଭୂମିରୁ ଯେଉଁ କଲ୍ୟାଣମୂଳକ ଚିନ୍ତାଧାରା ଆରମ୍ଭ ହୋଇଥିଲା, ତାହା ଏବେ ଏକ ଜାତୀୟ ପ୍ରକଳ୍ପରେ ପରିଣତ ହୋଇଛି। ମୁଁ ନିଶ୍ଚିତ ଯେ ‘ନିଶା ମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ ’ ପ୍ରତ୍ୟେକ ଯୁବ ମସ୍ତିଷ୍କକୁ ସାମୂହିକତାର ଶକ୍ତି ସହିତ ସ୍ପର୍ଶ କରିବାକୁ ଯାଉଛି ।
“ଡ୍ରଗ୍ସ କିଛି ସମୟ ପାଇଁ ‘ଉଚ୍ଚ’ କରିଥାଏ, କିନ୍ତୁ କ୍ୟାରିୟର ଏବଂ ପାରିବାରିକ ଜୀବନକୁ ‘ନିମ୍ନ’ କରିଥାଏ। ତେଣୁ, ଆମ ଯୁବକମାନଙ୍କୁ ନିଶାମୁକ୍ତ ରହି ନିଜର ସାମର୍ଥ୍ୟକୁ ସୁରକ୍ଷିତ ରଖିବାକୁ ହେବ! ”
‘‘ସାରା ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆମର ପ୍ରଫେସରମାନଙ୍କୁ ନିଶା ନିବାରଣ ଦିଗରେ ଏହା ମୋର ସ୍ୱତନ୍ତ୍ର ଆହ୍ୱାନ। ’’
HS
काशी की पावन धरती से उठा कल्याणकारी विचार अब एक नेशनल प्रोजेक्ट बन गया है। मुझे पूरा विश्वास है कि 'नशा मुक्त युवा-विकसित भारत संकल्प अभियान' सामूहिकता की ताकत से हर युवा मन को छूने वाला है। pic.twitter.com/Z4CGfOPxHN
— Narendra Modi (@narendramodi) August 2, 2026
ड्रग्स कुछ समय के लिए ‘High’ देता है, लेकिन करियर और फैमिली लाइफ को ‘Low’ कर देता है। इसलिए नशा मुक्त रहकर हमारे युवाओं को अपने Potential को Protect करना है! pic.twitter.com/Pne82x4qyK
— Narendra Modi (@narendramodi) August 2, 2026
नशा मुक्ति की दिशा में देशभर के कॉलेजों और यूनिवर्सिटीज के हमारे प्रोफेसर्स से मेरा यह विशेष आह्वान... pic.twitter.com/uikh4d1qDq
— Narendra Modi (@narendramodi) August 2, 2026