Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁରୁଣା କିଲାଠାରେ ଆୟୋଜିତ ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ୫୦,୦୦୦ରୁ ଅଧିକ କଳାକାର ଏକାଠି ହୋଇଥିଲେ  ।

ବିକଶିତ ଭାରତ ରାଷ୍ଟ୍ରଦୂତଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ;

“ଏକ ପ୍ରଶଂସନୀୟ ପ୍ରୟାସ! କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ କଳାପ୍ରେମୀଙ୍କୁ ଦେଖି ଖୁସି ଲାଗୁଛି।

 

BS