ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏପ୍ରିଲ 9, 2018 ରେ ଅନୁଷ୍ଠିତ ହେବାକୁ ଥିବା ସିପିଏସଇ ସମ୍ମେଳନରେ ଯୋଗ ଦେବେ ।
କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ପଦସ୍ଥ ଅଧିକାରୀବୃନ୍ଦ ଏହି ସମ୍ମିଳନୀରେ ଭାଗ ନେଉଛନ୍ତି ।
ଆସନ୍ତାକାଲି ଅପରାହ୍ନରେ, ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରସଙ୍ଗଭିତ୍ତିକ ଉପସ୍ଥାପନାମାନ କରାଯିବ । ବିଶେଷକରି ଔଦ୍ୟୋଗିକ ଶାସନ, ମାନବ ସମ୍ବଳ ପରିଚାଳନା, ଆର୍ଥିକ ପୁନଃ-ଯାନ୍ତ୍ରିକୀକରଣ ଏବଂ ନବସୃଜନ ବିଷୟବସ୍ତୁ ଉପରେ ଉପସ୍ଥାପନାମାନ ହେବ । ପରିଶେଷରେ ପ୍ରଧାନମନ୍ତ୍ରୀ ସମ୍ମେଳନକୁ ସମ୍ବୋଧିତ କରିବେ ।
**********
At 4:30 PM this evening, PM @narendramodi will attend the CPSE Conclave in New Delhi.
— PMO India (@PMOIndia) April 9, 2018
Senior officers of Central Public Sector Enterprises, and top Ministry officials will take part in the conclave. The conclave will feature presentations on best practices in CPSEs.
— PMO India (@PMOIndia) April 9, 2018