Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଡବ୍ଲୁଏଫ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ବିଡବ୍ଲୁଏଫ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ପ୍ରଚଣ୍ଡ ପ୍ରତିଭାବାନ ପିଭି ସିନ୍ଧୁ ପୁଣିଥରେ ଭାରତକୁ ଗର୍ବିତ କରିଛନ୍ତି ! ବିଡବ୍ଲୁଏଫ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ । ଯେଉଁ ଉତ୍ସାହ ଏବଂ ଉତ୍ସର୍ଗୀକୃତ ମନୋଭାବ ସହିତ ସେ ବ୍ୟାଡମିଣ୍ଟନରେ ମନୋନିବେଶ କରିଛନ୍ତି ତାହା ଅତ୍ୟନ୍ତ ଉତ୍ସାହଜନକ । ପିଭି ସିନ୍ଧୁଙ୍କ ସଫଳତା ଅନେକ ପିଢ଼ୀ ଧରି ଖେଳାଳି ମାନଙ୍କୁ ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ନରେନ୍ଦ୍ର ମୋଦୀ

ପ୍ରଚଣ୍ଡ ପ୍ରତିଭାବାନ ପିଭି ସିନ୍ଧୁ ପୁଣିଥରେ ଭାରତକୁ ଗର୍ବିତ କରିଛନ୍ତି !

ବିଡବ୍ଲୁଏଫ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ । ଯେଉଁ ଉତ୍ସାହ ଏବଂ ଉତ୍ସର୍ଗୀକୃତ ମନୋଭାବ ସହିତ ସେ ବ୍ୟାଡମିଣ୍ଟନରେ ମନୋନିବେଶ କରିଛନ୍ତି ତାହା ଅତ୍ୟନ୍ତ ଉତ୍ସାହଜନକ ।

ପିଭି ସିନ୍ଧୁଙ୍କ ସଫଳତା ଅନେକ ପିଢ଼ୀ ଧରି ଖେଳାଳି ମାନଙ୍କୁ ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

*******