ପିଏମଇଣ୍ଡିଆ
ମହାନ ଭାରତୀୟ ବିପ୍ଳବୀ ଚନ୍ଦ୍ର ଶେଖର ଆଜାଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ବୀର ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି, ଯିଏକି ନିଜର ପରାକ୍ରମ ଯୋଗୁ ଅସଂଖ୍ୟ ଭାରତବାସୀଙ୍କ ସମ୍ମାନ ଓ ପ୍ରଶଂସାର ପାତ୍ର ହୋଇପାରିଥିଲେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I salute the courageous Chandra Shekhar Azad, who won the admiration of countless Indians due to his valour, on his birth anniversary.
— Narendra Modi (@narendramodi) July 23, 2016