ପିଏମଇଣ୍ଡିଆ
ବିଭିନ୍ନ ପର୍ବ ଅବସରରେ ଦେଶବ୍ୟାପୀ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ବିବିଧତା ମଧ୍ୟରେ ଆମେ ଏକତାର ଉତ୍ସବ ପାଳନ କରୁଛୁ, ସୌହାର୍ଦ୍ଦ୍ୟ ଏବଂ ଭାତୃତ୍ୱର ଉତ୍ସବ ପାଳନ କରୁଛୁ ! ଆଗାମୀ ଦିନରେ ଦେଶବ୍ୟାପୀ ଜନସାଧାରଣ ଅନେକ ପର୍ବ ପାଳନ କରିବେ । ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ପ୍ରତ୍ୟେକଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ।”
ସମସ୍ତଙ୍କୁ ବୈଶାଖୀର ଅଭିନନ୍ଦନ! ବୈଶାଖୀ ଆପଣମାନଙ୍କ ପାଇଁ ଶୁଭପ୍ରଦ ହେଉ । ଏହି ପବିତ୍ର ଦିନ ସମସ୍ତଙ୍କ ଜୀବନକୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତାରେ ଭରିଦେଉ । ଆମେ ଆମ କଠିନ ପରିଶ୍ରମୀ କୃଷକମାନଙ୍କୁ ସାଲ୍ୟୁଟ କରୁଛୁ, ଯେଉଁମାନେ କି ଦେଶକୁ ଆହାର ଯୋଗାଉଛନ୍ତି ।”
ଶକ୍ତି ଓ ସାମର୍ଥ୍ୟରେ ଭରା ଓଡିଆ ସମ୍ପ୍ରଦାୟଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଛି ! “ନୂତନ ବର୍ଷ ନୂତନ ଆଶା ଏବଂ ଅଭିଳାଷା ଆଣିଦେଉ ! ଏହି ମହାବିଷୁବ ସଂକ୍ରାନ୍ତିରେ ଆପଣଙ୍କ ସମସ୍ତ ଆଶା ପୂରଣ ହେଉ । ସମସ୍ତଙ୍କ ପ୍ରଗତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।
ପ୍ରିୟ ତାମିଲ ଭାଇ ଓ ଭଉଣୀମାନଙ୍କ ପାଇଁ ଏକ ଚମତ୍କାର ଆଗାମୀ ନବବର୍ଷ ନେଇ ପ୍ରାର୍ଥନା କରୁଛି । “ମୋ ଭାଇ ଓ ଭଉଣୀମାନଙ୍କୁ ପୁଥାଣ୍ଡୁ ର ଶୁଭେଚ୍ଛା । ଆଗାମୀ ବର୍ଷ ଆପଣମାନଙ୍କର ସମସ୍ତ ଅଭିଳାଷା ପୁରଣ କରୁ । ସମସ୍ତେ ସୁଖି ଓ ସ୍ୱାସ୍ଥ୍ୟବାନ ହୁଅନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ୍ଟରରେ ପ୍ରକାଶ କରିଛନ୍ତି ।
*********
Celebrating unity in diversity, celebrating the spirit of harmony and brotherhood!
— Chowkidar Narendra Modi (@narendramodi) April 14, 2019
Over the coming days, people across India are marking various festivals. Greetings to everyone on these occasions.
May there be happiness and prosperity in everyone’s lives.
Baisakhi greetings to you all! pic.twitter.com/tQTOJPJ0aF
— Chowkidar Narendra Modi (@narendramodi) April 14, 2019
Wishing the vibrant Odia community a Happy New Year! pic.twitter.com/IFVWP5hKzM
— Chowkidar Narendra Modi (@narendramodi) April 14, 2019
Dear Tamil sisters and brothers,
— Chowkidar Narendra Modi (@narendramodi) April 14, 2019
Praying for a wonderful year ahead. pic.twitter.com/NXZ3WkXsL0