Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିମଷ୍ଟେକର ବିଂଶତମ ବାର୍ଷିକୀରେ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିମଷ୍ଟେକ ସଂଗଠନର ବିଂଶତମ ବାର୍ଷିକୀ ଅବସରରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଆଜି ଏକ ସ୍ଵତନ୍ତ୍ର ଦିନ – ଆମେ ବିମଷ୍ଟେକର ବିଂଶତମ ବାର୍ଷିକୀ ପାଳନ କରୁଛେ । ଏହି ଅବସରରେ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ।

ଆଞ୍ଚଳିକ ସହଯୋଗ ପାଇଁ ବିମଷ୍ଟେକ ଏକ ବାସ୍ତବ ଆନ୍ତର୍ଜାତିକ ମଞ୍ଚ । ଶାନ୍ତି ଓ ସମୃଦ୍ଧିର ପ୍ରତିବଦ୍ଧତା ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****