Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ମର୍ମାହତ । ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଲୋକଙ୍କ ଜୀବନରେ ହାସ୍ୟ ଭରୁଥିଲେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ :ପ୍ରଧାନମନ୍ତ୍ରୀ@narendramodi”  

 

SR