ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ ଅଣ୍ଡର-20 ଚାମ୍ପିଅନସିପର 400 ମିଟର ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ କ୍ରୀଡାବିତ ହିମା ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଭାରତ ଆଜି ଉଲ୍ଲସିତ ଓ ଗୌରବାନ୍ଵିତ ହୋଇଛି ଅଥେଲେଟ ହିମା ଦାସଙ୍କ ପାଇଁ, ଯିଏକି ବିଶ୍ଵ ଅଣ୍ଡର-20 ଚାମ୍ପିଅନସିପର 400 ମିଟର ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣିଛନ୍ତି । ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ! ହିମାଙ୍କ ସଫଳତା ନିଶ୍ଚିତ ରୂପେ ଭବିଷ୍ୟତର ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
India is delighted and proud of athlete Hima Das, who won a historic Gold in the 400m of World U20 Championships. Congratulations to her! This accomplishment will certainly inspire young athletes in the coming years.
— Narendra Modi (@narendramodi) July 13, 2018