Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ କାବ୍ୟ ଦିବସରେ କବିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ କାବ୍ୟ ଦିବସରେ କବିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ବିଶ୍ଵ କାବ୍ୟ ଦିବସରେ ମୁଁ ସବୁ ଉଦୀୟମାନ ଓ ଲବ୍ଧପ୍ରତିଷ୍ଠ କବିମାନଙ୍କୁ ସେମାନଙ୍କ ଚମତ୍କାର ଅଭିବ୍ୟକ୍ତି ମାଧ୍ୟମର ଆଦରକୁ ବଢାଇବାର ପ୍ରୟାସକୁ ଅଭିନନ୍ଦନ ଜଣାଉଛି ।

ମନ ଓ ହୃଦୟରୁ ନିସ୍ତୃତ ମାର୍ମିକ ବାଣୀ ହିଁ କବିତା, ଯାହାକି ବିଶ୍ଵର ଅଗଣିତ ଜନମାନସର ସ୍ଵରକୁ ପ୍ରତିଫଳିତ କରିଥାଏ ସୁନ୍ଦର ରଚନା ମାଧ୍ୟମରେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********