Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା


“ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ହେଉଛି ଏକ ମୁକ୍ତ ଓ ସକ୍ରିୟ ଗଣମାଧ୍ୟମ ପ୍ରତି ଆମ ଦୃଢ ସହଯୋଗର ଅଙ୍ଗୀକାରକୁ ଦୋହରେଇବାର ଦିନ ଯାହାକି ଗଣତନ୍ତ୍ରରେ ଏକାନ୍ତ ଆବଶ୍ୟକ ।

ଆଜିର ଯୁଗରେ ସାମାଜିକ ଗଣମାଧ୍ୟମ ଏକ ସକ୍ରିୟ ମାଧ୍ୟମ ରୂପେ ମୁଣ୍ଡ ଟେକିଛି ଏବଂ ଗଣମାଧ୍ୟମ ସ୍ଵାଧୀନତାକୁ ଅଧିକ ଶକ୍ତି ପ୍ରଦାନ କରିଛି ।”