Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ଭାରୋତ୍ତଳନ ଚାମ୍ପିଅନସିପ ସ୍ଵର୍ଣ୍ଣ ବିଜେତା ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ ଭାରୋତ୍ତଳନ ଚାମ୍ପିଅନସିପ ସ୍ଵର୍ଣ୍ଣ ବିଜେତା ସୁଶ୍ରୀ ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ବିଶ୍ଵ ଭାରୋତ୍ତଳନ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ବିଜୟୀ ମୀରାବାଈ ଚାନୁଙ୍କ ପାଇଁ ଭାରତ ଗର୍ବିତ । ତାଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଏବଂ ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****