Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵ ରାପିଡ ଚେସ ଚାମ୍ପିୟନସିପ ବିଜେତା ବିଶ୍ଵନାଥନ ଆନନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ବିଶ୍ଵ ରାପିଡ ଚେସ ଚାମ୍ପିୟନସିପ ବିଜେତା ବିଶ୍ୱନାଥନ ଆନନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ୱନାଥନ ଆନନ୍ଦଙ୍କୁ ଅଭିନନ୍ଦନ । ଆପଣ ପୁଣି ଥରେ ଆପଣଙ୍କ କ୍ରୀଡା ନୈପୁଣ୍ୟର ପ୍ରମାଣ ଦେଇଛନ୍ତି । ଆପଣଙ୍କ ସାମର୍ଥ୍ୟ ଆମମାନଙ୍କୁ ପ୍ରଭାବିତ କରୁଛି । ବିଶ୍ଵ ରାପିଡ ଚେସ ଚାମ୍ପିୟନସିପରେ ଆପଣଙ୍କ ଉଦାହରଣମୂଳକ ସଫଳତା ଭାରତକୁ ଗର୍ବିତ କରିଛି” ।

***