ପିଏମଇଣ୍ଡିଆ
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ଅଭିନନ୍ଦନ । ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଉପଭୋକ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି । ଭାରତ ସରକାର କେବଳ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଉନାହାନ୍ତି ବରଂ ଉପଭୋକ୍ତାଙ୍କ ସମୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
***
Greetings on World Consumer Rights Day. The consumer plays an important role in the economy.
— Narendra Modi (@narendramodi) March 15, 2018
Government of India is not only focussing on consumer protection but also consumer prosperity. pic.twitter.com/avsAEhtowZ