Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱ ପରିବେଶ ଦିବସ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା । ଆସନ୍ତୁ ସମସ୍ତେ ଏକାଠି ମିଶି ନିଶ୍ଚିତ କରିବା ଯେ ଆମର ଭବିଷ୍ୟତ ପିଢ଼ି ଯେପରି ଭାବେ ଏକ ସ୍ୱଚ୍ଛ ଓ ସବୁଜ ଗ୍ରହରେ ବାସ କରିବେ ଏବଂ ପ୍ରକୃତି ସହ ସମନ୍ୱୟ ରକ୍ଷା କରିବେ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

****