ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରରେ ସିଆରପିଏଫ୍ କର୍ମଚାରୀଙ୍କ ପ୍ରାଣ ହାନି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଏହି ଦୁଃଖଦ ମୁହୂର୍ତ୍ତରେ ଶହୀଦ ସିଆରପିଏଫ୍ କର୍ମୀଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ।
The Prime Minister has expressed grief on the loss of lives of CRPF personnel in Bihar. He prays for a speedy recovery of the injured.
— PMO India (@PMOIndia) July 19, 2016
PM @narendramodi extends his condolences to the families of the martyred CRPF personnel in this hour of sadness.
— PMO India (@PMOIndia) July 19, 2016