Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିହାର ଦିବସରେ ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ବିହାର ଦିବସରେ ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି I

ପ୍ରଧାନମନ୍ତ୍ରୀ କହିଛନ୍ତି, “ବିହାର ଦିବସ ଉପଲକ୍ଷେ ବିହାରବାସୀଙ୍କୁ ଅଭିନନ୍ଦନ ଓ ଶୁଭକାମନା I ”

*****