ପିଏମଇଣ୍ଡିଆ
ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ଏକବିଂଶ ଶତାବ୍ଦୀରେ ଭଗବାନ ବୁଦ୍ଧଙ୍କ ଶିକ୍ଷା ଅତ୍ୟନ୍ତ ପ୍ରାସଙ୍ଗିକ । ତାଙ୍କ ଜୀବନ ସମାଜରୁ ଦୁଃଖ- ଯନ୍ତ୍ରଣା ଓ ଅନ୍ୟାୟ ବିଲୋପ କରିବା ପ୍ରତି ସମର୍ପିତ ଥିଲା । ବୁଦ୍ଧଙ୍କ କରୁଣା ତାଙ୍କୁ ଲକ୍ଷ ଲକ୍ଷ ଜନତାଙ୍କ ନିକଟତର କରାଇ ପାରିଥିଲା । ସମସ୍ତଙ୍କୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
***
The teachings of Lord Buddha are extremely relevant in the 21st century. His was a life devoted to alleviating suffering and removing injustice from society. His compassion has endeared him to millions.
— Narendra Modi (@narendramodi) April 30, 2018
Buddha Purnima greetings to everyone! pic.twitter.com/DeSKHPbSXi
India is blessed with a rich Buddhist heritage.
— Narendra Modi (@narendramodi) April 30, 2018
Dr. Babasaheb Ambedkar was deeply influenced by the teachings of Lord Buddha. Sharing pictures from various parts of India, where I got the opportunity to pray to Lord Buddha. pic.twitter.com/2NJ3zEw36N
The message of Lord Buddha spread far and wide. Here are some glimpses from my visits overseas, during which I have had the honour to pay tributes to Lord Buddha. pic.twitter.com/vgD4fFJHWt
— Narendra Modi (@narendramodi) April 30, 2018