ପିଏମଇଣ୍ଡିଆ
ସଂସଦରେ ଦୀର୍ଘଦିନ ଧରି ପଡ଼ିରହିଥିବା ବୃହତ ବନ୍ଦର ପ୍ରାଧିକରଣ ବିଧେୟକ 2016ରେ ସରକାରୀ ସମ୍ବଳକୁ ସାମିଲ କରିବା ଲାଗି ଆବଶ୍ୟକ ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧନ ସମ୍ପର୍କିତ ସଂସଦୀୟ ସ୍ଥାୟୀ ସମିତିର ସୁପାରିସକ୍ରମେ ଏହି ସଂଶୋଧନ କରାଯାଇଛି ।
ନିମ୍ନଲିଖିତ ପରିବର୍ତ୍ତନକୁ ଏଥିରେ ସାମିଲ କରାଯାଇଛି: