ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁଠାରେ ଦଶମ ସୌନ୍ଦର୍ଯ୍ୟ ଲହରୀ ପାରାୟଣୋତ୍ସବ ମହାସମର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସୌନ୍ଦର୍ଯ୍ୟ ଲହରୀ ଶ୍ଳୋକାବଳି ରଚନା କରାଯାଇଥିଲା । ଏହି ସମାରୋହରେ ସୌନ୍ଦର୍ଯ୍ୟ ଲହରୀର ସମବେତ ଉଚ୍ଚାରଣ କରାଯାଇଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବେତ ମନ୍ତ୍ରୋଚାରଣର ଏହି ପରିବେଶରୁ ସେ ବିଶେଷ ଶକ୍ତି ପ୍ରାପ୍ତ କରିଥିବା ଅନୁଭବ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛିଦିନ ପୂର୍ବରୁ ସେ କେଦାରନାଥ ଗସ୍ତରେ ଯାଇଥିଲେ । ନିଜର କ୍ଷୁଦ୍ର ଜୀବନକାଳ ମଧ୍ୟରେ ଏପରି ଉପାନ୍ତ ଅଂଚଳ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଆଦି ଶଙ୍କରଙ୍କ ଦ୍ୱାରା କରାଯାଇଥିବା ମହାନ କାର୍ଯ୍ୟକୁ ଦେଖି ସେ ଆଶ୍ୱର୍ଯ୍ୟାନ୍ୱିତ ହୋଇଥିଲେ । ସେ କହିଥିଲେ ଯେ ବେଦ ଏବଂ ଉପନିଷଦ ଜରିଆରେ ଆଦି ଶଙ୍କର ଭାରତକୁ ଏକତ୍ର କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦି ଶଙ୍କରଙ୍କ ଲିଖିତ ସୌନ୍ଦର୍ଯ୍ୟ ଲହରୀରୁ ଜଣେ ସାଧାରଣ ଲୋକ ଅନେକ କିଛି ଶିକ୍ଷା ଲାଭ କରିପାରିବ । ସେ କହିଥିଲେ ଯେ ଆଦି ଶଙ୍କରାଚାର୍ଯ୍ୟ ସମାଜରୁ କଳୁଷତା ଦୂର କରିଥିଲେ ଏବଂ ସେଥିରୁ ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିଥିଲେ । ସେ କହିଥିଲେ ଯେ ଭିନ୍ନ ବିଚାରଧାରା ଏବଂ ଆଦର୍ଶରେ ଥିବା ଶ୍ରେଷ୍ଠତ୍ୱକୁ ଆଦି ଶଙ୍କର ଆତ୍ମସାତ କରିଥିଲେ । ସେ କହିଥିଲେ ଯେ ଆଦି ଶଙ୍କରାଚାର୍ଯ୍ୟଙ୍କ ତପସ୍ୟା ବର୍ତ୍ତମାନ ସୁଦ୍ଧା ଭାରତୀୟ ସଂସ୍କୃତିରେ ଜୀବନ୍ତ ରହିଛି । ଏହି ସଂସ୍କୃତି ସମସ୍ତଙ୍କୁ ଗ୍ରହଣ କରିଥାଏ ଏବଂ ସମସ୍ତଙ୍କୁ ନେଇ ଆଗକୁ ବଢ଼ିଥାଏ । ଏହି ସଂସ୍କୃତି ଏକ ନୂତନ ଭାରତର ଭିତ୍ତିଭୂମି- ଏବଂ ସବକା ସାଥ, ସବକା ବିକାଶ ମନ୍ତ୍ରକୁ ଅନୁକରଣ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସାଂସ୍କୃତିକ ଐତିହ୍ୟରେ ସମସ୍ତ ଜାଗତିକ ସମସ୍ୟାର ସମାଧାନ ରହିଛି । ସେ କହିଥିଲେ ଯେ ଭାରତରେ ସର୍ବଦା ପ୍ରକୃତିର ସଂରକ୍ଷଣ ପ୍ରତି ଗୁରୁତ୍ୱାରୋପ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଏଲଇଡି ବଲ୍ବ ପୂର୍ବରୁ 350ଟଙ୍କାରେ ମିଳୁଥିଲା ତାହା ଏବେ ଉଜାଲା ଯୋଜନାରେ 40ରୁ 50ଟଙ୍କାରେ ମିଳୁଛି । ସେ କହିଥିଲେ ଯେ ଏବେସୁଦ୍ଧା 27 କୋଟି ଏଲଇଡି ବଲ୍ବ ବଣ୍ଟାଯାଇସାରିଲାଣି । ଏହାର ଫଳସ୍ୱରୂପ ବିଦ୍ୟୁତ ବିଲରେ ସଂଚୟ ହୋଇପାରିଛି, ବୋଲି ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ 3 କୋଟି ଏଲପିଜି ସଂଯୋଗ ଦିଆଯାଇସାରିଲାଣି । ଏହା ଗ୍ରାମାଂଚଳର ମହିଳାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସ୍ୱଚ୍ଛ ପରିବେଶ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ଭାରତକୁ ନିରକ୍ଷରତା, ଅଜ୍ଞାନତା, ଅପପୁଷ୍ଟି, କଳାଧନ ଏବଂ ଦୁର୍ନୀତି ଭଳି କଳୁଷତା ଠାରୁ ମୁକ୍ତ ରଖିବା ।
**********
मान्यता है कि जब एक ही जगह पर, एकजुट होकर मंत्र का जाप किया जाए, तो ऊर्जा का ऐसा चक्र निर्मित होता है, जो मन-मंदिर, शरीर-आत्मा सभी को अपनी परिधि में ले लेता है। आधुनिक विज्ञान भी इससे इनकार नहीं करता।
— PMO India (@PMOIndia) October 29, 2017
आज इस समय मैं इस अद्भुत पाठ से पूरे वातावरण में वही ऊर्जा महसूस कर रहा हूं: PM
हमारी संस्कृति में जो गलत परंपराएं धीरे-धीरे शामिल हो गई थीं, उनका आदि शंकराचार्य ने विश्लेषण किया, उनकी आलोचना की और सटीक तर्क देकर उन्हें आगे की पीढ़ियों में जाने से रोका। शिव-शक्ति-विष्णु-गणपति और कुमार की पूजा की भारतीय परंपरा को उन्होंने पुनर्स्थापित किया: PM @narendramodi
— PMO India (@PMOIndia) October 29, 2017
आदि शंकराचार्य ने वेद और उपनिषद के ज्ञान से संपूर्ण भारत को एकीकृत किया, एकता के भाव से जोड़ा। शास्त्र को उन्होंने साधन बनाया, शस्त्र नहीं। अलग-अलग विचारधाराओं और दर्शन की अच्छी बातों को उन्होंने आत्मसात किया और लोगों को ज्ञान और भक्ति के मार्ग पर चलने के लिए प्रेरित किया: PM
— PMO India (@PMOIndia) October 29, 2017
आदि शंकराचार्य द्वारा किया गया तप भारतीय संस्कृति के वर्तमान स्वरूप में आज भी विद्यमान है। एक ऐसी संस्कृति जो सबको आत्मसात करती है, सबको साथ लेकर चलती है। यही संस्कृति न्यू इंडिया का भी आधार है। ऐसी संस्कृति जो सबका साथ सबका विकास के मंत्र पर विश्वास रखती है: PM @narendramodi
— PMO India (@PMOIndia) October 29, 2017
एक तरह से विश्व की समस्त समस्याओं का उत्तर भारतीय संस्कृति में है। हम कहते हैं- “सहनाववतु-सह नौ भुनक्तु”...सभी का पोषण हो, सभी को शक्ति मिले, कोई किसी से द्वेश ना करे: PM @narendramodi
— PMO India (@PMOIndia) October 29, 2017
प्रकृति से हम सभी को पर्याप्त भंडार मिला हुआ है। हमारे यहां प्रकृति का दोहन नहीं बल्कि प्रकृति से मिलने वाले उत्पादों का संतुलित उपयोग करने पर बल दिया जाता है। यही विचार हमेशा से हमारे शासन में, हमारे प्रशासन में दिखा है: PM @narendramodi
— PMO India (@PMOIndia) October 29, 2017
LED का बल्ब जो पहले 350 रुपये से ज्यादा का होता था वो अब उजाला स्कीम के तहत केवल 40 से 45 रुपये में उपलब्ध है। अब तक देश में 27 करोड़ से ज्यादा LED बल्ब बांटे जा चुके हैं। यहां कर्नाटक में भी पौने दो करोड़ LED बल्ब वितरित किए गए हैं: PM
— PMO India (@PMOIndia) October 29, 2017
अगर एक बल्ब की कीमत में औसतन 250 रुपए की कमी मानें तो देश के मध्यम वर्ग को इससे लगभग 7 हजार करोड़ रुपए की बचत हुई है। इतना ही नहीं, ये बल्ब हर घर में बिजली बिल कम कर रहे हैं। इससे भी देश के मध्यम वर्ग की सिर्फ एक साल में 14 हजार करोड़ रुपए से ज्यादा की अनुमानित बचत हुई है: PM
— PMO India (@PMOIndia) October 29, 2017
उज्जवला योजना के जरिए सरकार अब तक 3 करोड़ से ज्यादा महिलाओं को गैस कनेक्शन दे चुकी है। जब इन महिलाओं के पास गैस कनेक्शन नहीं था, तो वो लकड़ियों पर या फिर केरोसीन पर निर्भर थीं। उज्जवला ने ना सिर्फ उनकी जिंदगी आसान बनाई है, बल्कि पर्यावरण के लिए बहुत उपयोगी साबित हो रही है: PM
— PMO India (@PMOIndia) October 29, 2017
समय की मांग है पूजा के देव के साथ ही राष्ट्रदेवता की भी बात हो, पूजा में अपने ईष्टदेव के साथ भारतमाता की भी बात हो। अशिक्षा, अज्ञानता, कुपोषण, कालाधन, भष्टाचार जैसी बुराइयों ने भारतमाता को जकड़ रखा है,उससे देश को मुक्त कराने के लिए संत और अध्यात्मिक समाज भी अपने प्रयास बढ़ाए: PM
— PMO India (@PMOIndia) October 29, 2017